News
WhatsApp Image 2023-10-04 at 17.25.00
samparksetu

ଶୋଚନୀୟ ଅବସ୍ଥାରେ ଗୁଡ଼ିଆକାଟେଣୀ ଟ୍ରାଫିକ ଛକ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଳରାମପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଗୁଡ଼ିଆକାଟେଣୀ ଟ୍ରାଫିକ ଛକ ବର୍ତ୍ତମାନ ପାଲଟିଛି ମରଣଯନ୍ତା । ଏହି ରାସ୍ତା ଟି ୫୫ନଂ ଜାତୀୟ ରାଜପଥ ଏବଂ ହିନ୍ଦୋଳ ଉପଖଣ୍ଡ କୁ ସଂଯୋଗ କରୁଛି।

ଉକ୍ତ ରାସ୍ତା ଦେଇ ପ୍ରତିଦିନ ଶତାଧିକ ଭାରୀଯାନ ଚଳାଚଳ କରୁଛି । ରାସ୍ତାଟିର ଆଲୋକୀକରଣ ହୋଇନଥିବା ବେଳେ ଦିଭାଇଡର ସଙ୍କେତ ନାହିଁ। ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ଏଠାରେ ପ୍ରାୟ ପ୍ରତିଦିନ ଦୁର୍ଘଟଣା ଘଟୁଛି । ଏହି ରାସ୍ତା ପ୍ରତି ପୂର୍ତ୍ତ ବିଭାଗ କିମ୍ବା ସରକାର ଙ୍କ କୌଣସି ଦୃଷ୍ଟି ନାହିଁ । ବର୍ଷା ହେଲେ ,ପାଣି ନିଷ୍କାସନ ର କୋୖଣସି ବ୍ୟବସ୍ଥା ନଥିବାରୁ ପାଣି ଜମି ରହୁଛି , ଯାହା ଫଳରେ ଲେକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

new life
You might also like
error: Content is protected !!