News
WhatsApp Image 2023-10-04 at 17.25.00
samparksetu

ଭତ୍ତାରୁ ବଞ୍ଚିତ ଦିବ୍ୟାଙ୍ଗ ବେଣୁଧର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବେଣୁଧର ନାଏକ (୬୨ବର୍ଷ) । ୬୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳିପାରି ନାହିଁ ।

କୌଣସି ଅଜଣା ରୋଗ ହେତୁ ତାଙ୍କ ଗୋଡ ଅଚଳ ହୋଇଯାଇଛି, ବାଡ଼ି ଖଣ୍ଡିଏ ଏବେ ସାହାରା ପାଲଟିଛି ।୨ ଝିଅକି ବିବାହ କରିବା ପରେ ପାଖରେ ଅଛି ଗୋଟେ ପୁଅ ଆଉ ସ୍ତ୍ରୀ ,ପୁଅ ମୂଲ ଲାଗିଲେ ଘର ଚଳେ । ୨୦୦୮ ମସିହାରେ ଘର ଖଣ୍ଡିଏ ଆବାସ ଯୋଜନାରେ ମିଳିଥିଲା କିନ୍ତୁ ତାହା ପରେ ଭାଙ୍ଗି ଗଲା । ବେଣୁଧର ଙ୍କ ପାଖରେ ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା କି କୌଣସି ସରକାରୀ ସହାୟତା ମିଳିପାରିଲା ନାହିଁ ।ସେ ଅନେକ ଥର ଏ ନେଇ ପ୍ରଶାସନ ଅଧିକାରୀ ଙ୍କୁ ଅବଗତ କରାଇଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ଗୁହାରୀ କୁ ଶୁଣିଲାନି ପ୍ରଶାସନ । ତାଙ୍କୁ ତୁରନ୍ତ ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!