News
WhatsApp Image 2023-10-04 at 17.25.00
samparksetu

ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ଚୋରି

ଗୋଟିଏ ରାତିରେ ତିନୋଟି ମନ୍ଦରରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି ।ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅନୁମାନ କରାଯାଉଛି ।

ସୂଚନା ମୁତାବକ, କାମାକ୍ଷାନଗର ଥାନା ବାହାଡା ଗ୍ରାମରେ ଥିବା ମଙ୍ଗଳା ମନ୍ଦିର ମୁଖ୍ୟ ଫାଟକର ତାଲାଭାଙ୍ଗି ମାଆଙ୍କର ସୁନା ମୁକୁଟ,ସୁନା ମଙ୍ଗଳସୁତ୍ର ଓ ସୁନା ଟିକିଲି ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ସେହିଭଳି କାଦୁଆ ଗ୍ରାମରେ ଥିବା ଶିବ ମନ୍ଦିରରୁ ଦାନବାକ୍ସ ଲୁଟିନେଲେ। ଏବଂ ଗାଲୁ ଗ୍ରାମର ରାମ ମନ୍ଦିର ପୁଜକ ରଖିଥିବା ପାଞ୍ଚ ହଜାର ଟଙ୍କା ଲୁଟି ନେଇଛନ୍ତି । ଗ୍ରାମବାସୀ ଏନେଇ ପୋଲିସିକୁ ଖବର ଦେଇଥିଲେ , ଖବର ପାଇ ଘଟଣାସ୍ଥଳରେ ପୋଲିସି ପହଞ୍ଚି ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!