News
WhatsApp Image 2023-10-04 at 17.25.00
samparksetu

ପୋଖରୀ ରେ ବୁଡ଼ି ଦିନମଜୁରିଆ ଙ୍କ ଚାଲିଗଲା ଜୀଵନ !

ଢେଙ୍କାନାଳ ଟାଉନ ଥାନା ଜୟଗୋପାଳ ସାହି ଗୋପାଳସାଗର ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ଉକ୍ତ ସାହିର କୁମର ବେହେରା (୪୭) ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୯ଟାରେ ସେ ଶୌଚ ହେବାକୁ ଯାଇଥିଲେ । କିନ୍ତୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପୋଖରୀ କୂଳରେ ତାଙ୍କ ଚପଲ ଥିବା ଦେଖି ସେ ବୁଡିଯାଇଥିବା ଅନୁମାନ କରାଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ପାଣିରେ ଖୋଜାଖାଜି କରି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେତବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତଦେହକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ତାଙ୍କ ପରିବାରରେ ସ୍ତ୍ରୀ ଓ ଦୁଇ ପୁଅ ରହିଛନ୍ତି । ସେ ମୂଲମଜୁରୀ ଲାଗି ପରିବାର ଚଳାଉଥିବାର ସୂଚନା

new life
You might also like
error: Content is protected !!