News
WhatsApp Image 2023-10-04 at 17.25.00
samparksetu

ବ୍ରାଉନ ସୁଗlର ଜବତ,ଯୁବକ ଗିରଫ

ଢେଙ୍କାନାଳ ସହରରେ ଗଜଲକ୍ଷ୍ମୀ ପୂଜା ଚାଲିଥିବl ବେଳେ ଏହାର ସୁଯୋଗ ନେଇ ବ୍ରାଉନ ସୁଗାର ବିକ୍ରି କରୁଥିବା ସମୟରେ ଜଣେ ଯୁବକକୁ ଗିରଫ କରାଯିବା ସହିତ ତା ନିକଟରୁ ୩୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି ।

ଟାଉନ ଥାନା ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ର ସନ୍ଦିପ କୁମାର ସ୍ୱାଇଁ ଓରଫ ବାପୁନ ବ୍ରାଉନ ସୁଗାରର ବିକ୍ରି କରୁଥିବା ବେଳେ ପୋଲସି ଚଢାଉ କରି ଗିରଫ କରିଥିବାର ଜଣାପଡିଛି ।

କିଛିଦିନ ତଳେ ସଦରଥାନା ଅନ୍ତର୍ଗତ ବଳଦିଆବନ୍ଧ ୫୫ ନମ୍ବର ଜାତୀୟ ରାଜପଥର ନିକଟରୁ ବଳଦିଆବନ୍ଧ ଗ୍ରାମର ଲିଙ୍ଗରାଜ ସାହୁ ଙ୍କ ପୁଅ ଵିଷ୍ଣୁ ଚରଣ ସାହୁ ଙ୍କୁ ଗିରଫ କରାଯାଇଥିଲା । ତା ନିକଟରୁ ୩୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

new life
You might also like
error: Content is protected !!