News
WhatsApp Image 2023-10-04 at 17.25.00
samparksetu

ପୁରୁଷୋତ୍ତମ ପୁରରେ ମା’ ଶ୍ୟାମା କାଳୀ ପୂଜା

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏକତାଳି ପଂଚାୟତ ର ପୁରୁଷୋତ୍ତମପୁର ଗ୍ରାମ ପୂଜା ମଣ୍ଡପରେ ବହୁ ଆଡମ୍ବରରେ ପୂଜା ପାଉଛନ୍ତି ମା’ ଶ୍ୟାମା କାଳୀ ।

କରୋନା ପରେ ବଡ଼ ଧୂମଧାମ ରେ ପାଳନ କରିବା ପାଇଁ ଗ୍ରାମ କମିଟି ପକ୍ଷରୁ ପ୍ରେସିଡେଣ୍ଟ ଅସିତ ମିଶ୍ର ସେକ୍ରେଟାରୀ ରଞ୍ଜନ ମିଶ୍ର କୋଷାଧ୍ୟକ୍ଷ ସୁଶାନ୍ତ ଦାସ ସଂଯୋଜକ କ୍ଷୀରୋଦ ଚନ୍ଦ୍ର ମିଶ୍ର ଙ୍କ ଯୋଜନା ଅନୁଯାୟୀ ପୂଜା ଚାଲୁ ରହିଛି ।

ମଙ୍ଗଳବାର ଠାରୁ ସପ୍ତାହ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି । ପ୍ରଥମ ଦିନ ସନ୍ଧ୍ୟା ରେ ସଂଗୀତକାର ଗୋବିନ୍ଦ ଚନ୍ଦ୍ର ଙ୍କ ଦ୍ୱାରା ଭାରତୀୟ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ ସାମ୍ବାଦିକ ସରୋଜ କୁମାର ସାହୁ, ପ୍ରମୋଦ କୁମାର ଗୁରୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

new life
You might also like
error: Content is protected !!