News
WhatsApp Image 2023-10-04 at 17.25.00
samparksetu

ବାରହା ଆକ୍ରମଣରେ ମହିଳା ଗୁରୁତର ଆହତ !

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଧାଦେଈପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ଦିନ ଦ୍ୱିପ୍ରହର ରେ ବାରହା ଆକ୍ରମଣ ରେ ଅବସରପ୍ରାପ୍ତ ଶିକ୍ଷକ ରଙ୍ଗାଧର ସାହୁଙ୍କ ଧର୍ମପତ୍ନୀ ଦ୍ରୌପଦୀ ସାହୁ (୫୮) ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ , ସେ ଘର ଅଗଣାରେ ବସିଥିବା ସମୟରେ , ଘର ସନ୍ନିକଟ ଜଙ୍ଗଲ ରୁ ଏକ ବାରହା ଆସି ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଗ୍ରାମବାସୀ ଙ୍କ ସହଯୋଗରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

new life
You might also like
error: Content is protected !!