News
WhatsApp Image 2023-10-04 at 17.25.00
samparksetu

କିକ୍ ବକ୍ସିଂରେ ସଫଳତା

ଢେଙ୍କାନାଳ ଡାଇମଣ୍ଡ କିକ ବକ୍ସିଂର ୪ଜଣ ଖେଳାଳୀ ଦିଲ୍ଲୀରେଅନୁଷ୍ଠିତ ଦ୍ଵିତୀୟ ୱାକୋ ଇଣ୍ଡିଆ ଓପନ ଆନ୍ତର୍ଜାତିକ କିକ ବକ୍ସିଂ ଟୁର୍ଣ୍ଣାମେଣ୍ଟ ରେ ସଫଳତା ହାସଲ କରଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ରେ ଆମାଚର କିକ ବକ୍ସିଂ ଆସୋସିଏସନ ଓଡିଶାର ୨୩ ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିବା ବେଳେ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନର ୪ଜଣ ଖେଳାଳୀ ଯୋଗ ଦେଇଥିଲେ ।

ସେମାନଙ୍କ ମଧ୍ୟରୁ କୀର୍ତ୍ତି ରାଣୀ ସାହୁ ୭୦କେଜି ବର୍ଗରେ ୩ଟି ସ୍ୱର୍ଣ୍ଣପଦକ ହାସଲ କରଥିବା ବେଳେ ମିହିର କୁମାର ସାହୁ ,ମାନସ ରଞ୍ଜନ ଅମାନ୍ତ ସ୍ୱର୍ଣ୍ଣ ପଦକ ଏବଂ ଅମାନ୍ତ ବ୍ରୋଞ୍ଜ ପଦକ ହାସଲ କରଛ ନ୍ତି ।ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଦେଶରୁ ୭ଶହ ଖେଳାଳୀ ଯୋଗ ଦେଇଥିଲେ ।ପଦକ ହାସଲ କରିଥିବା ଖେଳାଳୀ ମାନଙ୍କୁ ଜିଲ୍ଳାପାଳ ସରୋଜ କୁମାର ସେଠୀ ଏବଂ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ।

new life
You might also like
error: Content is protected !!