News
WhatsApp Image 2023-10-04 at 17.25.00
samparksetu

ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଡେଙ୍ଗବୋରେଇ ଗ୍ରାମରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତାର ଆଜି ଥିଲା ଉଦଯାପନୀ ମ୍ୟାଚ୍। ଆଜି କ୍ବାଟର ଫାଇନାଲ, ସେମିଫାଇନାଲ, ଫାଇନାଲ , ମ୍ୟାଚ୍ ଖେଳାଯାଇଥିଲା ।

ଭୁବନେଶ୍ୱର ଓ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଫାଇନାଲ ମ୍ୟାଚ ।ଏଥିରେ କଟକ ଟିମ୍ ବିଜୟ ହୋଇଥିଲା ।ଏହି ଉଦଯାପନୀ ଉତ୍ସବରେ ପୂର୍ବତନ ସରପଂଚ ପ୍ରଶାନ୍ତ ପ୍ରଧାନ,ସମାଜସେବୀ ଡାକ୍ତର ବିବେକାନନ୍ଦ ତ୍ରିପାଠୀ, ନାର୍ଭେରମ ଶ୍ରମିକ ସଂଗଠନ ସଭାପତି ବିଜୟ ଦାସ ଯୋଗଦେଇ ଖେଳାଳି ମାନଙ୍କୁ ଟ୍ରଫି ସହ କ୍ୟାସ ପ୍ର।ଇଜ ପ୍ରଦାନ କରିଥିଲେ। ଏହି ରାଜ୍ୟସ୍ତରୀୟ କବାଡି ପ୍ରତିିଯୋଗିତାକୁ ଅଲ ଓଡିଶା କବାଡି ଆସୋସିଏସନ ର ଅଫିସିଆଲ ଷ୍ଟାଫ ଖେଳ ପରିଚାଳନା କରିଥିଲେ ,ଏହି ଖେଳକୁ ଡେଙ୍ଗବୋରେଇ ଯୁବକ ସଂଘର ସଦସ୍ୟ ମିନେ ସହଯୋଗ କରିଥିଲେ।

new life
You might also like
error: Content is protected !!