News
WhatsApp Image 2023-10-04 at 17.25.00
samparksetu

ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ

କ୍ଷେତକୁ ଧାନ ଜଗିବାକୁ ଯାଉଥିବା ବେଳେ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ । ଆହତ ଯୁବକ ହେଲେ ପରଜଙ୍ଗ ଥାନା ବସୋଇ ଗ୍ରାମର ସରୋଜ ବିଶ୍ୱାଳ ।

ସୂଚନା ଅନୁଯାୟୀ , ରବିବାର ରାତିରେ ସରୋଜ ଚାଳିଆଜୁରି ଠାରେ ଥିବା ଧାନକ୍ଷେତକୁ ଜଗିବା ପାଇଁ ଯାଉଥିଲେ ।ଏହି ସମୟରେ ଗ୍ରାମର ରତ୍ନପୁର ଛକ ନିକଟରେ ୪ରୁ ଅଧିକ ଦୁର୍ବୃତ୍ତ ଲୁହା ରଡ଼ ଓ ଶାବଳ ଧରି ତାଙ୍କୁ ଆକ୍ରମଣ କରିଥିଲେ । ସରୋଜ ସେଠାରୁ ଜୀଵନ ବଞ୍ଚାଇ ପଳାଇ ଆସିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରିଥିଲେ ସେଠାରେ ଅଵସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

new life
You might also like
error: Content is protected !!