News
WhatsApp Image 2023-10-04 at 17.25.00
samparksetu

ମହାବିରୋଡରେ ଧାନ ମଣ୍ଡି ଆରମ୍ଭ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଆରମ୍ଭ ହୋଇଛି । ମଣ୍ଡି ଉଦଘାଟନ ସମୟରେ ସମ୍ପାଦକ ଭରତ ଚନ୍ଦ୍ର ସାହୁ ଙ୍କ ସହିତ ଆରଏମସିର ସଭ୍ୟଏବଂ ସମିତିର କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

ଏହି ମଣ୍ଡିରେ ୨୦ହଜାର କ୍ୱିଣ୍ଟାଲ ଧାନ କ୍ରୟ କରାଯିବାର ଲକ୍ଷ ରହିଛି । ଧାନ ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଚାଷୀ ଗଙ୍ଗାଧର ପ୍ରଧାନ, କ୍ଷେତ୍ରବାସୀ ସାହୁ,ହିମାଂଶୁ ଶେଖର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

new life
You might also like
error: Content is protected !!