News
WhatsApp Image 2023-10-04 at 17.25.00
samparksetu

ମହିମା ମଣ୍ଡଳ ପ୍ରବାସ ଯୋଜନା ସମ୍ବଦ୍ଧିୟ ବୈଠକ

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ୧ ନମ୍ବର ଜୋନ ବିଜେପି ମହିମା ମଣ୍ଡଳ ଯୋରନ୍ଦା ତରଫରୁ ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ପ୍ରତ୍ୟୁଷ ହରି ପ୍ରଧାନଙ୍କ ସଭାପତିତ୍ୱରେ ପ୍ରବାସ ଯୋଜନା ସମ୍ବଦ୍ଧିୟ ବୈଠକ ଶିଶୁମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକ ରେ ଢେଙ୍କାନାଳ ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡଳ ସଶକ୍ତି କରଣ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା, ଜିଲ୍ଲା ସାଧାରଣ ସମ୍ପାଦକ ରତିକାନ୍ତ ସାହୁ କେନ୍ଦ୍ର ସରକାର ଯୋଜନା ବିଷୟରେ ଆଲୋଚନା କରିଥିଲେ ।ଏହି ବୈଠକ ରେ ମହିମା ମଣ୍ଡଳ ପ୍ରଭାରୀ ଲମ୍ବୋଦର ପରିଡା, ହାଡିବନ୍ଧୁ ସେଠି,ଜିଲ୍ଲା ପଦାଧିକାରୀ ଅମ୍ବିକା ପ୍ରସାଦ ମିଶ୍ର, ଅଭୟ ପାଣି, ବରିଷ୍ଠ କାର୍ଯ୍ୟକର୍ତ୍ତା ଦିଗାମ୍ବର ସାହୁ, ସୁରେଶ ରାଉତ,ବିରଞ୍ଚି ନାରାୟଣ ସାହୁ, କେଦାରସ୍ୱର ନାଥ,ଅଶୋକ ପଣ୍ଡା,ଯୁବମୋର୍ଚା ସଭାପତି ପ୍ରଭାତ ଦେହୁରୀ,ମଣ୍ଡଳ ସାଧାରଣ ସମ୍ପାଦକ ସୁଦର୍ଶନ ସ୍ତମ୍ଭ, ରାଜୀବ ଲୋଚନ ସ୍ୱାଇଁ, ସୁଧାକର ମିଶ୍ର, ପ୍ରତାପ ନାଥ,କାରଣ ବେହେରା ଜ୍ୟୋତିରଞ୍ଜନ ସାହୁ ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

new life
You might also like
error: Content is protected !!