News
WhatsApp Image 2023-10-04 at 17.25.00
samparksetu

୪୦ ବସ୍ତା ଧାନ ସହ ପୋଡିଗଲା ଦୁଇ ଚକିଆ ଗାଡି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ କନ୍ଦର ସିଂହା ଗ୍ରାମର କାଦୁଅ ସାହିର ଅଭୟ କୁମାର ବେହେରା ଜଣେ ଚାଷୀ । ପୁଅ ଅଭିନାସ ଜଣେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ବାପାଙ୍କୁ ସବୁ ସମୟରେ ଚାଷ କାର୍ଯ୍ୟରେ ସାହାଯ୍ୟ କରନ୍ତି।

ଅନେକ କଷ୍ଟ କରି ବର୍ଷକ ପାଇଁ ସାଇତି ରଖିଥିବା ଖାଦ୍ୟକୁ ଓ ନିଜର ୪ବର୍ଷର ଦୁଇ ଚକିଆ ହିରୋ ଗ୍ଳାମର OD O6H 4567ଗାଡିଟି ନିଆଁ ଲାଗି ଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଯୋଗ୍ୟ ଯେ ଅଭୟ ନାୟକ ଅନେକ ଥର ଗ୍ରାମ ଓ ସାହିର ସମ୍ପାଦକ ଦାୟିତ୍ଵ ତୁଲେଇ ଛନ୍ତି I

new life
You might also like
error: Content is protected !!