News
WhatsApp Image 2023-10-04 at 17.25.00
samparksetu

କୂଅରେ ପଡି ଯୁବକ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରସୋଳ ଥାନା ଅନ୍ତର୍ଗତ ବଇଦ ସାହିର ରବିନାରାୟଣ ସେଠୀଙ୍କ ପୁଅ ରାକେଶ ସେଠି(୪୧) ନାମକ ଯୁବକ ଗତକାଲି ରାତି ନଅ ଟା ସମୟରେ ଘର ନିକଟସ୍ଥ କୂଅ ଚାନ୍ଦିନୀ ଉପରେ ବସିଥିବା ସମୟରେ କୌଣସି କାରଣ ବଶତଃ କୂଅରେ ଖସି ପଡିଥିଲେ ।

କିଛି ସମୟ ପରେ ଶବ୍ଦ ଶୁଣି ଗ୍ରାମବାସୀ ଆସି ଦେଖି ଅଗ୍ନିଶମ ଖବର ଦେବାରୁ ସମସ୍ତେ ମିଶି ରାକେଶ ଙ୍କୁ ଉଦ୍ଧାର କରି ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା କୁ ଆଣିଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ରସୋଳ ପୋଲିସ ଶବ ଜବତ କରି ଆଜି ବ୍ୟବଚ୍ଛେଦ କରାଇବାକୁ ପଠାଇ ଦେବା ସହ ଘଟଣାର ତଦନ୍ତ କରିବା ସହ ମୃତ୍ୟୁର ପ୍ରକୁତ କାରଣ ଓ ରହସ୍ୟ କଣ ତାର ଅନୁସନ୍ଧାନ ଜାରି ରଖିଛନ୍ତି ।

new life
You might also like
error: Content is protected !!