News
WhatsApp Image 2023-10-04 at 17.25.00
samparksetu

ଛେଳି ଚରାଇବାକୁ ଯାଇଥିଲେ ହାତୀ ଆକ୍ରମଣରେ ଜୀବନ ଗଲା

ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଅଧୀନ କୁଟୁରିଆ ପଞ୍ଚାୟତ ଗୋଲ।ଗ।ଡିଆ ଗ୍ରାମ ର ଶରତ ଧଳ (୫୫) ଆଜି ସନ୍ଧ୍ୟାରେ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡି ପ୍ରାଣ ହରାଇଛନ୍ତି ।

ଘଟଣା ସ୍ଥଳକୁ ମହାବି ରୋଡ ବନବିଭାଗ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ମୃତକଙ୍କ ସ୍ତ୍ରୀ ଙ୍କ ସହ ୨ ପୁଅ,୨ ଝିଅ ଅଛନ୍ତି । ସେ ଅତ୍ୟନ୍ତ ଗରିବ ଲୋକ ଥିବାବେଳେ ସରକାରୀ ସାହାଯ୍ୟ ତୁରନ୍ତ ପାଇଁ ଗ୍ରାମବାସୀ ପ୍ରଶାସନ କୁ ଦାବି ଜଣାଇଛନ୍ତି ।

new life
You might also like
error: Content is protected !!