News
WhatsApp Image 2023-10-04 at 17.25.00
samparksetu

ରାଏପୁରା ଆଦିବାସୀ ଗ୍ରାମରେ ପାନୀୟ ଜଳ ସମସ୍ୟା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରାଇତଳା ଗ୍ରାମ ପଞ୍ଚାୟତ ଅଧୀନ ରାଏପୁରା ଗ୍ରାମ ଆଦିବାସୀ ଅଧ୍ୟୁଷିତ ପ୍ରାୟ ୧୦୦ ପରିବାର ଲୋକ ବାସ କରୁଛନ୍ତି l ଗ୍ରାମରେ ଦୁଇଟି ନଳକୂପ ଅଛି। ସେଥି ମଧ୍ୟରୁ ତାରିଣୀ ମନ୍ଦିର ପାଖରେ ଥିବା ନଳକୂପ ରେ ପଞ୍ଚାୟତ ଅଧୀନ ଏକ ସୋଲାର ପାଣି ଟାଙ୍କି ନିର୍ମାଣ କରିଥିଲେ l

କିନ୍ତୁ ସେଥିରୁ ପାଣି ବାହାରୁ ନାହିଁ l ଲୋକ ମାନେ ଏହି ଗ୍ରୀଷ୍ମ କାଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତୁରନ୍ତ ପାନୀୟ ଜଳ ସମସ୍ୟା ସମାଧାନ କରିବା ପାଇଁ ଗ୍ରାମବାସୀ ମାନେ ବିଡ଼ିଓଙ୍କୁ ଅନୁରୋଧ କରିଛନ୍ତି l

new life
You might also like
error: Content is protected !!