News
WhatsApp Image 2023-10-04 at 17.25.00
samparksetu

କାମକୁ ଯାଉଥିଲେ ଅଧା ବାଟରେ ଚାଲିଗଲା ଜୀବନ

ଗଁଦିଆ ଥାନା ଷଡ଼ଙ୍ଗୀ ଗ୍ରାମ ନିକଟରେ ମଙ୍ଗଳବାର ଦିନ ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଷଡ଼ଙ୍ଗୀ ଗାଁର ସୌମ୍ୟରଞ୍ଜନ ବେହେରା (୨୮) ।

ସୂଚନା ଅନୁଯାୟୀ ସୌମ୍ୟ ଯାଜପୁର ଜିଲ୍ଲାର ଏକ କମ୍ପାନୀ ରେ ମେକାନିକ ଭାବରେ କାର୍ଯ୍ୟ କରନ୍ତି , ସେ ନିଜ କାର୍ଯ୍ୟକୁ ଯିବା ସମୟରେ ଗଡ଼ା ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ,ପରେ ତାଙ୍କୁ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

new life
You might also like
error: Content is protected !!