News
WhatsApp Image 2023-10-04 at 17.25.00
samparksetu

ଅଧ୍ୟାପକ ଙ୍କ ଘରୁ ଚୋରି !

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କଲେଜ ରୋଡ ନିକଟରୁ ଜଣେ ଅଧ୍ୟାପକ ଙ୍କ ଘରୁ ଝରକା ତାଡି ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ , ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀପତି ଚିନାରା ଓ ଶିକ୍ଷୟିତ୍ରୀ ରେଣୁବାଳା ସାହୁ ଙ୍କ ବାସ ଭବନ ରୁ ଗତକାଲି ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ସମୟରେ ତାଙ୍କ ଝିଅ ଙ୍କର ପଢା ଘର ଝରକା ଭାଙ୍ଗି ୧୦ ଗ୍ରାମର ସୁନା ଚେନ, ୫ ଗ୍ରାମର ମୁଦି ଏବଂ ୪ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

new life
You might also like
error: Content is protected !!