News
WhatsApp Image 2023-10-04 at 17.25.00
samparksetu

ମାଟ୍ରିକ ପରୀକ୍ଷାରେ ରେ ଭୁବନ ବ୍ଲକ ଟପ୍ପର ହେଲେ ଚନ୍ଦନ

ଚଳିତ ବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ରେ ଭୁବନ ବ୍ଲକ ଅନ୍ତର୍ଗତ ଶ୍ରୀ ମା ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଚନ୍ଦନ ସାହୁ ଶତକଡା ୯୫ ପ୍ରତିଶତ ରୁ ଅଧିକ ନମ୍ବର ରଖି ଭୁବନ ବ୍ଲକ ଟପ୍ପର ହୋଇଥିବା ଜଣାପଡିଛି ।

ଚନ୍ଦନ ଭବିଷ୍ୟତରେ ଆଇ ଆଇ ଟି ରେ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ସଫଳତା ପାଇଁ ସେ ତାଙ୍କ ପିତା , ମାତା ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି ।ସେ ବିନା ଟ୍ୟୁସନ ରେ ଏହି ସଫଳତା ହାସଲ କରିଛନ୍ତି । ଜିଲ୍ଲା ପରିଷଦ ସଭ୍ୟ ରମେଶ ସାହୁ, ସରପଞ୍ଚ ଶ୍ରୀନିବାସ ବେହେରା ତୃପ୍ତି ପାଠାଗାର ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ସାହୁ ତାଙ୍କ ଘରେ ପହଁଚି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

new life
You might also like
error: Content is protected !!