News
WhatsApp Image 2023-10-04 at 17.25.00
samparksetu

ଗ୍ରୀଡ ଲାଇନ୍ ଚାର୍ଜ ପାଇଁ ଗଁଦିଆ ଜନସାଧାରଣ ଙ୍କ ଦାବି

ଟିକେ‌ ପବନ ହେଲେ , ଗଁଦିଆ ରେ ବିଦୁତ୍ କାଟ ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଗଁଦିଆ ବାସୀ । ଗ୍ରୀଡ କାର୍ଯ୍ୟ ଦୁଇ ବର୍ଷ ହେଲା ସରିଥିଲେ ମଧ୍ୟ , ଦୁଇ କିଲୋମିଟର ଲିଙ୍କ ଅଭାବ ଯୋଗୁଁ ବିଦ୍ୟୁତ ସରବରାହ ହୋଇ ପାରୁନାହିଁ।

ଏଣୁ ତୁରନ୍ତ ‌ଲିଙ୍କ୍ କାର୍ଯ୍ୟ ଶେଷ କରାଯାଇ ଗ୍ରୀଡ ରୁ ବିଦ୍ୟୁତ୍ ସରବରାହ କରାଯିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

new life
You might also like
error: Content is protected !!