News
WhatsApp Image 2023-10-04 at 17.25.00
samparksetu

ପରିବେଶ ବିଷାକ୍ତ କରୁଛି ପାଉଁଶ ଗୁଣ୍ଡ

ଭୀଷଣ ଖରା ସାଙ୍ଗକୁ ପାଉଁଶ କଷ୍ଟ । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧ ଗାଁ ୫୫ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ, ସାମାନ୍ୟ ଟିକେ ପବନ ହେଲେ ଆଖପାଖ ଅଞ୍ଚଳରେ ସୃଷ୍ଟି ହେଉଛି କୁହୁଡ଼ି ଭ୍ରମ।

ଏହାର କାରଣ ହେଉଛି ରାତି ଅଧିଆ ଘରୋଇ କମ୍ପାନୀର ଆବର୍ଜନା ଓ ବିଷାକ୍ତ ପାଉଁଶ ରାସ୍ତା କଡ଼ରେ ଢାଳି ଦିଆଯାଉଛି। ଯାହାକି ପବନ ହେବା ମାତ୍ରେ ଆଖପାଖ ଅଞ୍ଚଳରେ ଖେଳି ଯାଉଛି ।ଏଥିପାଇଁ ଅନେକ ଦୁର୍ଘଟଣା ମଧ୍ୟ ହେଉଛି ।ଚାଷ ଜମି ଗୁଡ଼ିକରେ ଏହି ପାଉଁଶ ପଡି ଫସଲ ନଷ୍ଟ କରୁଛି ।

new life
You might also like
error: Content is protected !!