ହାତୀ ଆକ୍ରମଣରେ ବୃଦ୍ଧ ମୃତ ଢେଙ୍କାନାଳ ଖବର By Dhenkanal Update Last updated May 29, 2023 ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଦିନବନ୍ଧୁପୁର ଗ୍ରାମରେ ଜନୈକ ବୃଦ୍ଧ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତକ ହେଲେ ଉକ୍ତ ଗାଁର ବିକଳ ସାହୁ (୭୦) । ସୂଚନା ଅନୁଯାୟୀ ,ଆଜି ଅପରାହ୍ନରେ ସେ ଆମ୍ବ ଗୋଟାଇବାକୁ ନିକଟରେ ଥିବା ଜଙ୍ଗଲକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଥିଲେ । Share