News
WhatsApp Image 2023-10-04 at 17.25.00
samparksetu

ପୁଣି ଏକ ହାତୀର ଚାଲିଗଲା ଜୀବନ

ଢ଼େଙ୍କାନାଳରେ ପୁଣି ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି ।ଆଜି ସଦର ରେଞ୍ଜ ବୋରାପଦା ଖମାର ନିକଟରେ ଏକ ଆମ୍ବ ତୋଟାରେ ହାତୀର ମୃତଦେହ ଉଦ୍ଧାର ହୋଇଛି ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଥିବାର ଅନୁମାନ କରାଯାଉଛି।ହାତୀଟିର ବୟସ ୧୫ ବର୍ଷ ହେବ,ସଦର ରେଞ୍ଜ ବନବିଭାଗ ପଂହଚି ତଦନ୍ତ ଜାରି ରଖିଛନ୍ତି ।

new life
You might also like
error: Content is protected !!