News
WhatsApp Image 2023-10-04 at 17.25.00
samparksetu

ଛାତରୁ ପଡ଼ି ଯୁବକ ମୃତ

ଛାତରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି , ମୃତକ ହେଲେ ଭୁବନ ବ୍ଳକ ଜୟପୁର ଗାଁର ସତ୍ୟଜିତ ମାଝୀ (୨୭) ।

ସୂଚନା ଅନୁଯାୟୀ ,ଗୁରୁବାର ସତ୍ୟଜିତ ନିଜ ଘର ଛାତରେ ବୁଲୁଥିବା ସମୟରେ ଅସାବଧାନତା ହେତୁ ତାଙ୍କ ଗୋଡ଼ ଖସି ଯାଇଥିଲା । ସାରା ରାତି ପଡି ରହି ଥିବା ବେଳେ ସକାଳୁ ତାଙ୍କ ଦାଦା ଦେଖିଥିଲେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ସତ୍ୟଜିତ ହେଉଛନ୍ତି ଜୟପୁର ଗ୍ରାମ ର ହନୁମାନ ମାଝୀ ଙ୍କ ସାନ ପୁଅ ଅଟନ୍ତି । ଆସନ୍ତା ମାସ ରେ ତାଙ୍କର ବିବାହ ହୋଇଥାନ୍ତା ।

new life
You might also like
error: Content is protected !!