News
WhatsApp Image 2023-10-04 at 17.25.00
samparksetu

ରାତି ଅଧରେ କଲେଜ ରୁ ଲୁଟ

ପରଜଙ୍ଗ ବ୍ଲକ କୁଆଳୁ ପଞ୍ଚାୟତରେ ଥିବା ଅଷ୍ଟଶମ୍ଭୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଫାଟକ ତାଲା ଭାଙ୍ଗି କମ୍ପ୍ୟୁଟର , ସିସିଟିଭି, ଇନଭର୍ଟର ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରି ନେଇଛନ୍ତି।

କର୍ମଚାରୀ ମାନେ ଚୋରି ସଂକ୍ରାନ୍ତରେ ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କୁ ଅବଗତ କରାଇଥିଲେ । ଏଥିନେଇ ଭାରପ୍ରାପ୍ତ ଅଧ୍ୟକ୍ଷା ପୁଷ୍ପଲତା ଗଡ଼ନାୟକ ପରଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!