News
WhatsApp Image 2023-10-04 at 17.25.00
samparksetu

ବରଯାତ୍ରୀ ଗାଡ଼ି ଓଲଟି ୩ ଆହତ

ବାହାଘର ବରଯାତ୍ରୀ ଭାବେ ଆଉ ମାତ୍ର ଏକ କିମି ଯାଇଥିଲେ ପହଂଚି ଥାନ୍ତେ ଝିଅ ଘରେ । କିନ୍ତୁ ଓଲଟି ଗଲା ଗାଡ଼ି ।

ସୂଚନା ଅନୁଯାୟୀ , କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶଢା ଗ୍ରାମର ବରଯାତ୍ରୀ ଗାଡ଼ି ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମପଂଚାୟତ କଣପାଳ ବାଲିଘାଟ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ମାନେ ହେଲେ ଆନନ୍ଦ ସାମଲ (୨୯) ,ରଂଜିତ ସାମଲ (୨୫) ଦେବି ପ୍ରସାଦ ବେହେରା (୩୨) ।ପ୍ରାଥମିକ ଚିକିତ୍ସା ପରେ ଆନନ୍ଦ ସାମଲ ଙ୍କୁ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଛି ।

new life
You might also like
error: Content is protected !!