News
WhatsApp Image 2023-10-04 at 17.25.00
samparksetu

ପୋଖରୀରେ ବୁଡି ବୁଦ୍ଧା ଙ୍କ ମୃତ୍ୟୁ

ଗଁଦିଆ ବ୍ଲକ ବରଦା ଗ୍ରାମପଞ୍ଚାୟତ ର ଆଣ୍ଠୁକୁଡା କାଟେଣୀ ରେ ଶୋରିସିଆପଦା ଗ୍ରାମ ପଂଚାୟତ ମହ୍ଲାର କଲୋନୀ ର ଜିରା ପଧାନ( ୬୩) ଆଣ୍ଠୁକୁଡା କାଟେଣୀ ଗ୍ରାମ ରେ ଝିଅ ସୁମତି ପଧାନ ଘରେ ଏକ ମାସ ହେଲା ଆସି ରହୁଥିଲେ l

ସୋମବାର ସନ୍ଧ୍ୟା ରେ ଝାଡା ଯାଉଛି କହି ଆଉ ଘରକୁ ଫେରି ନଥିଲେ l ଘର ଲୋକ ଖୋଜା ଖୋଜି କଲା ପରେ ମଧ୍ୟ ତାଙ୍କୁ ପାଇନଥିଲେ l ମଙ୍ଗଳବାର ଦିନ ସକାଳୁ ଆଣ୍ଠୁକୁଡା କାଟେଣୀ ରଣଷଣ୍ଢ ବନ୍ଧରେ ଜିରା ଙ୍କ ମୃତ ଦେହ ପାଣି ରେ ଭାସୁଥିବାର ଲୋକେ ଦେଖି ଗଁଦିଆ ଥାନା, ଓ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ତାଙ୍କ ଶବ କୁ ଉଦ୍ଧାର କରି ଶବକୁ ଵେବଚ୍ଛେଦ ପାଇଁ ଢେଙ୍କାନାଳ ମେଡିକାଲ କୁ ପଠେଇ ଥିଲେ ପୋଲିସ ।

new life
You might also like
error: Content is protected !!