News
WhatsApp Image 2023-10-04 at 17.25.00
samparksetu

ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି ବାପା ଝିଅ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡ଼ଙ୍ଗୀ ଗ୍ରାମର ଭିନ୍ନକ୍ଷମ କାମିନୀ ଓଝା ଓ ତାଙ୍କ ବାପା ଜଳଧର ଓଝା , ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ବାସ ଗୃହ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି ହୋଇଛି ।

ସୂଚନା ଥାଉକି , କାମିନୀ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ପରିବାର କହିଲେ ବାପା ଝିଅ ୨ଜଣ । ସରକାର ଙ୍କ ଠାରୁ ଚାଉଳ ଏବଂ ଭତ୍ତା ମିଳୁଛି । କିନ୍ତୁ ଏକ ଭଙ୍ଗା କୁଡିଆ ରେ ସେମାନେ ବାସ କରୁଥିବା ବେଳେ ବାରମ୍ବାର ପ୍ରଶାସନ ଏବଂ ରାଜନେତା ମାନଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲେ ମଧ୍ୟ ଏମାନେ ଆବାସ ଯୋଜନା ରେ ଘର ଖଣ୍ଡେ ପାଇବାକୁ ଯୋଗ୍ୟ ବିବେଚିତ ହୋଇ ପାରୁନାହାନ୍ତି । ଅଗ୍ରାଧି କାର ଭିତ୍ତିରେ ଆଙ୍କୁ ଆବାସ ଯୋଜନା ରେ ସାମିଲ କରିବାକୁ ଗ୍ରାମବାସୀ ମାନେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି ।

new life
You might also like
error: Content is protected !!