News
WhatsApp Image 2023-10-04 at 17.25.00
samparksetu

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କଳା ବ୍ୟାଚ ପରିଧାନ

ନିଖିଳ ଓଡ଼ିଆ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଙ୍ଘ ଓଡ଼ିଶାର ଡାକରା କ୍ରମେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ ଚାଳିତ ମାସ ୭ ତାରିଖରୁ ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ (ଅଗଷ୍ଟ ୧୫ ତାରିଖ ବ୍ୟତୀତ ) କଳା ବ୍ୟାଚ ପରିଧାନ ପୂର୍ବକ ସମସ୍ତ ୨୯ଟି ଗ୍ରାମପଞ୍ଚାୟତ ରେ ଓଡିଶା ସରକାର ଙ୍କ ୨୯ଟି ଯୋଜନାକୁ ସଫଳ ରୂପାୟନ କରିଚାଲିଛନ୍ତି ।

ଯଦି ସରକାର ସଂଘର ଦୁଇଗୋଟି ଦାବି ଯଥା , ଶିକ୍ଷାଗତ ଯୋଗ୍ୟତା +୨ ରୁ +୩ କୁ ବୃଦ୍ଧି ଓ ୨-୧୦ବର୍ଷ କାର୍ଯ୍ୟ କରିଥିବା ପିଇଓ ଙ୍କୁ ପଦୋନ୍ନତି ସହ ୩୪୫୦୦ ଟଙ୍କା ଦରମା ବୃଦ୍ଧି ନକରନ୍ତି ,ତେବେ ଆସନ୍ତା ୧୮ ତାରିଖ ରୁ ସାମୁହିକ ଛୁଟିରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ।

new life
You might also like
error: Content is protected !!