News
WhatsApp Image 2023-10-04 at 17.25.00
samparksetu

ସାପ କମୁଡ଼ାରେ ଗଲା ଜୀବନ !

ନିହଲପ୍ରସାଦ ଥାନା ନିହଲପ୍ରସାଦ ଗାଁରେ ସାପ କାମୁଡାରେ ଜଣକ ଜୀବନ ଯାଇଛି । ଗାଁର ଜୟରାମ ବେହେରା(୨୬)ଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ଗତକାଲି ସେ ଖାଇ ସାରି ରାତିରେ ଶୋଇଥିଲେ । ଶୋଇବା ଅବସ୍ଥାରେ ସାପ କାମୁଡି ଦେଇଥିଲା । ଶୋଇଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାଣି ପାରିନଥିଲେ । ଦେହ ଅସୁସ୍ଥ ହେବାରୁ ଜଣାପଡିଥିଲା । ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରିଛି ।

new life
You might also like
error: Content is protected !!