News
WhatsApp Image 2023-10-04 at 17.25.00
samparksetu

ପଡୋଶୀ ଙ୍କ କାନ୍ଥ ପଡି ଶିଶୁ ମୃତ

ଭୁବନ ବ୍ଲକ ବାଲିବୋ ପଂଚାୟତ ର ଗରୁଡ଼ବନ୍ଧି ଗ୍ରାମର ପିଣ୍ଟୁ ନାୟକ ଙ୍କ ୩ ବର୍ଷ ର ପୁଅ ଘର ଅଗଣାରେ ଆଜି ଖେଳୁଥିବା ବେଳେ ପଡୋଶୀ ପିତବାସ ନାୟକ ଙ୍କ ମାଟି କାନ୍ଥ ଧସି ପଡିବାରୁ ଘଟଣା ସ୍ଥଳରେ ଶିଶୁର ମୃତ ହୋଇଥିବା ଜଣାପଡିଛି ।

କାନ୍ଥ ପଡିବା ପରେ ସ୍ଥାନୀୟ ଲୋକ ଙ୍କ ସହାୟତାରେ ଭୁବନ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଆଦିବାସୀ ବସ୍ତିରେ ବହୁ ବର୍ଷ ହେଲା ଆବାସ ପାଇଁ ଦରଖାସ୍ତ କରିଥିଲେ ବି ଏ ଯାଏଁ ମିଳୁନି ଘର |

new life
You might also like
error: Content is protected !!