News
WhatsApp Image 2023-10-04 at 17.25.00
samparksetu

ଘଟିପିରି ବଜାର ଲଷ୍ମୀପୂଜା ପାଇଁ ମାଟି ଅନୁକୂଳ ଓ ନୂଆ ପୂଜା କମିଟି ଗଠନ

ଆଜି ପବିତ୍ର ସୁନିଆଁ ରେ ଘଟିପିରି ବଜାର ତରଫରୁ ଘଣ୍ଟ ,ଧ୍ବଜା ସହ ବଜାର ର ସଭ୍ୟମାନେ ସୁଦୂର ଘଟିପିରି ନଦୀ ପଠାକୁ ଯାଇ ମା ଲଷ୍ମୀ ଙ୍କୁ ଆବାହନ ତଥା ପୂଜାର୍ଚନା ପୂର୍ବକ ମାଟି ଅନୁକୂଳ କରି ଫେରିଥିଲେ।ପରେ ସମସ୍ତ ସଦସ୍ୟ ମାନେ ଏକ ବୈଠକରେ ସାମିଲ ହୋଇ ସର୍ବ ସମ୍ନତି କ୍ରମେ ସୁବର୍ଣ୍ଣ ମୋହନ ବର ଙ୍କୁ ସଭାପତି, ରମେଶ ଚନ୍ଦ୍ର ପଣ୍ଡା ଙ୍କୁଉପସଭାପତି,ବିଜୟ କୁମାର ସାହୁ ଙ୍କୁ ସମ୍ପାଦକ, ମାନସ ରଞ୍ଜନ ପଣ୍ଡାଙ୍କୁ କୋଷାଧ୍ୟକ୍ଷ ଓ ଅନ୍ୟ ସାତ ଜଣଙ୍କୁ କାର୍ଯ୍ୟକାରୀ ସଭ୍ୟଭାବେ ମନୋନୀତ କରିଥିଲେ।

ନୂତନ କମିଟିକୁ ପୂର୍ବ ସମ୍ପାଦକ ତଥା କୋଷାଧ୍ୟକ୍ଷ ଖାତାପତ୍ର ହସ୍ତାନ୍ତର କରିଥିଲେ। ଚଳିତ ବର୍ଷ ପୂଜାରେ କାର୍ଯ୍ୟକ୍ରମ ପ୍ରସୂତି ସହିତ ଲଷ୍ମୀପୂଜା ଶାନ୍ତିଶୃଙ୍ଖଳା ସହିତ କରିବା ପାଇଁ ନିଷ୍ପତ୍ତି ହେଲା।

new life
You might also like
error: Content is protected !!