News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ଯୁବକଙ୍କ ଚାଲିଗଲା ଜୀବନ

ହିନ୍ଦୋଳ ଥାନା ଅନ୍ତର୍ଗତ ହାତୁରା ଗ୍ରାମ ପଞ୍ଚାୟତ ଜୟପଙ୍ଗା ଗାଁରେ ହାତୀ ଆକ୍ରମଣରେ ଆଜି ଜଣେ ଯୁବକଙ୍କ ଜୀବନ ଚାଲି ଯାଇଥିବାର ଜଣା ପଡ଼ିଛି । ମୃତକ ଉକ୍ତ ଗାଁର ସିଦ୍ଧାନ୍ତ ନାଏକ(୨୨) ।

ସୂଚନା ଅନୁଯାୟୀ , ସେ ଆଜି ସକାଳୁ ନିଜର ନିତ୍ୟକର୍ମ ସାରିବାକୁ ଘରୁ ବାହାରକୁ ଯାଇଥିବା ସମୟରେ ହାତୀ ଆକ୍ରମଣ ର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।

new life
You might also like
error: Content is protected !!