News
WhatsApp Image 2023-10-04 at 17.25.00
samparksetu

ଆବାସ ଅପେକ୍ଷାରେ ସରୋଜିନୀ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଘଟିପିରି ପଞ୍ଚାୟତ ଓସ୍ତପାଳ ଗ୍ରାମର ବିଧବା ମହିଳା ସରୋଜିନୀ ଘଡେଇ (୩୮) ସ୍ୱାମୀ ଦୀର୍ଘ ୯ ବର୍ଷ ହେଲା ମୃତ୍ୟୁ ବରଣ କଲେଣି। ତାଙ୍କର ଦୁଇଟି ପୁଅ ଙ୍କୁ କାମ କରି ଯାହା ଦୁଇ ପଇସା ଆଣନ୍ତି ସେଥିରେ ପାଠ ପଢ଼ାନ୍ତି ସରୋଜିନୀ। ୫ ବର୍ଷ ହେଲା ଦରଖାସ୍ତ ଦେଉଛନ୍ତି,କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କୁ ଘର ଖଣ୍ଡେ ମିଳି ପାରୁ ନାହିଁ।

ଚଳିତ ବର୍ଷ ଚିଠାରେ ତାଙ୍କର ନାମ ଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟାଦେଶ ମିଳିନାହିଁ । ସ୍ଥାନୀୟ ଲୋକେ ଯଥାଶିଘ୍ର ତାଙ୍କୁ କାର୍ଯ୍ୟାଦେଶ ଦେବାକୁ ଅନୁରୋଧ କରିଛନ୍ତି ।

new life
You might also like
error: Content is protected !!