News
WhatsApp Image 2023-10-04 at 17.25.00
samparksetu

ମହୁମାଛି ଆକ୍ରମଣରେ ୨ମୃତ

କାମାକ୍ଷାନଗର ଥାନା କାଦୁଆ ଗାଁରେ ମହୁମାଛି ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ସେହି ଗାଁର ମାୟାଧର ଦେହୁରୀ ଓ ଝୁମୁରୀ ସେଠୀ ।

ସୂଚନା ଅନୁଯାୟୀ ,ଗତକାଲି ସନ୍ଧ୍ୟାରେ ବିଲରୁ ଚାଲିଚାଲି ଆସିବା ବେଳେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ।

new life
You might also like
error: Content is protected !!