News
WhatsApp Image 2023-10-04 at 17.25.00
samparksetu

ଗ୍ରାମୀଣ ଡାକ ସେବକ ସଙ୍ଘର ଧର୍ମଘଟ

ଢେଙ୍କାନାଳ ଜିଲ୍ଲା ଗଁଦିଆ ସ୍ଥିତ ଡାକ ସେବା ପକ୍ଷରୁ ୫ ଦଫା ଦାବି ନେଇ କର୍ମଚାରୀ ମାନେ ଧାରଣାରେ ବସିଲେ ।୫ ଦଫା ଦାବି ମଧ୍ୟରେ ୫ ଲକ୍ଷ ଟଙ୍କା ବୀମା ରାଶି ବୃଦ୍ଧି,ଦୈନିକ ୮ ଘଣ୍ଟା କାର୍ଯ୍ୟ କରିବା, ୧୨ ବର୍ଷରେ ପଦୋର୍ଣ୍ଣତି ଲାଗୁକରିବା ଏବଂ ଲକ୍ଷ୍ୟ ପୂରଣ ନାମରେ ଅଧିକ ସମୟ ଖଟେଇବା ବନ୍ଦ ଦାବିରେ ଆଜି ଗଁଦିଆ ଉପ ମଣ୍ଡଳ ର ଗ୍ରାମ୍ୟ ଡାକ ସେବକ ମାନଙ୍କ ତରଫରୁ ଅରୁଣ କୁମାର ପୁହାଣ ଙ୍କ ନେତୃତ୍ୱ ରେ ଅଂଚଳ ର ସମସ୍ତ ଡାକସେବା ର ସମସ୍ତ କର୍ମଚାରୀ ମାନେ ଏହି ଧର୍ମଘଟ ରେ ସାମିଲ ଅଛନ୍ତି l ଏବଂ ଦାବି ପୂରଣ ନହେବା ପର୍ଯ୍ୟନ୍ତ କର୍ମଚାରୀ ମାନେ କାର୍ଯ୍ୟ ବନ୍ଦ କରି ଧର୍ମଘଟ ଚାଲୁ ରଖିବା ପାଇଁ ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!