News
WhatsApp Image 2023-10-04 at 17.25.00
samparksetu

କେନାଲରେ ବୁଡି ଯୁବକ ମୃତ

ଢେଙ୍କନାଳ ଜିଲ୍ଲା ଭୁବନ ଥାନା ବାରୁଆଁ ପଞ୍ଚାୟତ ମାଲୁଆ ଗୋଡା ଗ୍ରାମର ଯୁବକ ରେଙ୍ଗାଳି କେନାଲରେ ବୁଡି ଯୁବକ ଙ୍କ ମୃତ୍ୟୁ ଘଟିଛି I

ଆଜି ଅପରାହ୍ନରେ ଅନନ୍ତ ହେମ୍ରମ ଙ୍କ ପୁଅ ଗୁରୁବା ହେମ୍ରମ (୩୫) ଗାଁ ପାଖରେ ମଜୁରୀ କାମ କରିବା ପାଇଁ ଯାଇଥିଲେ I କାମସାରି କେନାଲ କୁ ଗାଧୋଇବା ଯାଇ ଆଉ ଫେରି ନଥିଲେ I ସନ୍ଧ୍ୟା ହେବାରୁ ଘରକୁ ଗୁରୁବା ନ ଆସିବାରୁ ଘର ଲୋକ ଚାରିଆଡ଼େ ଖୋଜା ଖୋଜି କରିଥିଲେ l ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ମୃତୁ ଅବସ୍ତାରେ ଉଦ୍ଧାର କରିଛନ୍ତି I ଘଟଣା ସ୍ଥଳରେ ଭୁବନ ପୋଲିସ୍ ପୁଲିସ ପହଂଚି ଶବକୁ ଜବଦ କରିବା ସହ ଭୁବନ ମେଡିକାଲ୍ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି I

new life
You might also like
error: Content is protected !!