News
WhatsApp Image 2023-10-04 at 17.25.00
samparksetu

ଟ୍ରକ୍ ଚୋରି

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କାଳୀ ବଜାର ଅଞ୍ଚଳ ରୁ ଟ୍ରକ୍ ଚୋରି ହୋଇଥିବା ଭୁବନ ଥାନା ରେ ଅଭିଯୋଗ ହୋଇଛି ।

ଭୂଷଳ ଗ୍ରାମର ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜର ଭୀମ ସେନ ହୋତା ଙ୍କ ପୁଅ କମଲ କୁମାର ହୋତା ଙ୍କ ଗାଡ଼ି କୁ ଭୁବନ ଦୁର୍ଗାବଜାର ଅନ୍ତର୍ଗତ ଏକ ଗ୍ୟାରେଜ ରେ ଗାଡ଼ି ଠିକ୍ କରିବାକୁ ଥୋଇଥିଲେ । ମଙ୍ଗଳବାର ବିଳମ୍ବିତ ରାତି ପରେ ଗ୍ୟାରେଜ ରୁ ଗାଡ଼ି କୁ ଦେଖିବା ସହ ଚତୁପାଶ୍ୱ ରେ ବାରମ୍ବାର ବୁଲିବା ପରେ ଡୋର ଭାଙ୍ଗି ଟ୍ରକ୍ ଟିକୁ ନୀଳମାଧବ ପେଟ୍ରୋଲ ପମ୍ପ ନିକଟରୁ ବାମ ପଟ କୁ ଯାଇ କାମାକ୍ଷାନଗର ରାସ୍ତା ରେ ଚୋର ନେଇଯାଇଥିବା ସି ସି ଟିଭି ରୁ ଜଣାଯାଏ । ଏନେଇ କମଳ ହୋତା ଙ୍କ ଅଭିଯୋଗ କୁ ନେଇ ଭୁବନ ଥାନାରେ ଏତଲା ଦାୟର ହୋଇଛି ।

new life
You might also like
error: Content is protected !!