News
WhatsApp Image 2023-10-04 at 17.25.00
samparksetu

କାଳବୈଶାଖୀ ପ୍ରଭାବରେ ଘରେ ଲାଗିଲା ନିଆଁ

ଭୁବନ ବ୍ଲକ ଏକତାଳି ପଞ୍ଚାୟତ ରେ ତାଣ୍ଡବ ରଚିଲା କାଳବୈଶାଖୀ । ଘଡଘଡ଼ି ବିଜୁଳିରେ ପୋଡ଼ିଗଲା ତିନି ବଖରା ଚାଳ ଛପର ଘର l ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ l

ସୂଚନା ଅନୁଯାୟୀ ,ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମର ଅମରେନ୍ଦ୍ର ରାଉତଙ୍କ ପୁର୍ବଜ ଥିଲେ ଗାଁ ମହାଜନ। ମହାଜନ ଘର ତିନି ବଖରା ଘର ଘଡ଼ଘଡି ବିଜୁଳି ରେ ପୋଡ଼ିଯାଇଛି l ନିଆଁକୁ ଆୟତ୍ତ କରିବାକୁ ଗାଁ ଲୋକଙ୍କ ସହାୟତା ରେ ଝଡ଼ ତୋଫାନ ରେ ଅଗ୍ନିଶମ ବାହିନୀ ଦ୍ଵାରା ନିଆଁ କୁ ଆୟତ କରାଯାଇଛି । ତେବେ ମହାଜନ ଘର ଚାଳ ଘର ରହିଛି । ଆଉ ଏହି ଚାଳ ଘରକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ କାହିଁକି ସାମିଲ କରାଗଲା ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

new life
You might also like
error: Content is protected !!