News
WhatsApp Image 2023-10-04 at 17.25.00
samparksetu

ସ୍କୁଟିଧକ୍କାରେ ମହିଳା ଗୁରୁତର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ତେଲିଭୂଇଁ କଳିଙ୍ଗା ରାସ୍ତାରେ ଏକ ସ୍କୁଟି ଧକ୍କାରେ ଜଣେ ମହିଳା ଗୁରୁତର ହୋଇ କଟକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ ହୋଇଛନ୍ତି।

ମହିଳା ଜଣଙ୍କ ହେଉଛନ୍ତି କଳିଙ୍ଗା ବନ୍ଧାନାଳୀ ଗ୍ରାମର କୁମୁଦିନୀ ପାଳ।ଆଜି ସଂଧ୍ୟାରେ କାର୍ଯ୍ୟସାରି ଘରକୁ ଚାଲିଚାଲି ଫେରିବା ସମୟରେ ଏକ ସ୍କୁଟି ଧକ୍କା ଦେବା ଫଳରେ ମହିଳା ଜଣଙ୍କ ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ଧକ୍କା ଦେଇଥିବା ଗାଡ଼ିକୁ ରାସୋଳ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!