News
WhatsApp Image 2023-10-04 at 17.25.00
samparksetu

ହତ୍ୟା ଘଟଣାରେ ୪ ଜଣ ଅଭିୁଯୁକ୍ତ ଙ୍କୁ ଆଜୀଵନ କାରାଦଣ୍ଡ

ଢେଙ୍କାନାଳ ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇଛି। ଗଁଦିଆ ଥାନା ଅନ୍ତର୍ଗତ ବରଦା ପାଟଣା ଗ୍ରାମରେ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ସମୟରେ ରାଜନୈତିକ ଶତୃତାକୁ ନେଇ ବରଦା ପାଟଣା ଗ୍ରାମର ମୃତ ମାୟାଧର ବେହେରାଙ୍କୁ ସେହି ଗ୍ରାମର ଲଳିତ ଦାସ, ରଞ୍ଜନ କୁମାର ବେହେରା , ମଙ୍ଗରାଜ ବେହେରା , ଅମ୍ବୁଜ ଦାଶ ସଂଙ୍ଗବନ୍ଧ ଭାବେ ଠେଙ୍ଗା , କାଠ ଫାଳିଆ ଦ୍ଵାରା ମାଡ଼ ମାରି ହତ୍ୟା କରିଥିଲେ ।

ସେହି ଘଟଣାରେ ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାୟ ପ୍ରକାଶ କରି ଅଭିଯୁକ୍ତ ମାନଙ୍କୁ ଆଜିବନ କାରାଦଣ୍ଡ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜୋରିମନା ସହ ଅନାଦେୟ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

new life
You might also like
error: Content is protected !!