News
WhatsApp Image 2023-10-04 at 17.25.00
samparksetu

ଆସ ବୁଲିଯିବା ହିନ୍ଦୋଳରୋଡ଼ ଜଗନ୍ନାଥ ମନ୍ଦିର

ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକ୍ ଅନ୍ତର୍ଗତ ହିନ୍ଦୋଳ ରୋଡ଼ରେ ଅବସ୍ଥିତ ପ୍ରଭୁ ଜଗନ୍ନାଥ ଙ୍କ ଅତି ମାନଲୋଭ ସୁନ୍ଦର ମନ୍ଦିର ଯେଉଁ ଠାରେ ପୂଜା ପାଇଥାନ୍ତି ତିନି ଠାକୁର ।

ଏଠାରେ ମଧ୍ୟ ପ୍ରତିବର୍ଷ ପ୍ରଭୁଙ୍କ ଅନୁଷ୍ଠିତ ହୋଇଥାଏ ରଥଯାତ୍ରା । ୩ଟି ରଥରେ ୩ଠାକୁର ଯାନ୍ତି ମଉସୀ ମା’ ମନ୍ଦିର । ସୁନ୍ଦର ପରିବେଶ, ସୁନ୍ଦର କାରୁକାର୍ଯ୍ୟ ରେ ନିର୍ମିତ ମନ୍ଦିର ଓ ମହାପ୍ରଭୁଙ୍କ ଦର୍ଶନ ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ । ଏହା ଢେ଼ଙ୍କାନାଳରୁ ପ୍ରାୟ ୨୨କି.ମି ଦୂରରେ ଅବସ୍ଥିତ ।

new life
You might also like
error: Content is protected !!