News
WhatsApp Image 2023-10-04 at 17.25.00
samparksetu

ପର୍ଯ୍ୟଟକଙ୍କ ମନ ମୋହୁଛି ବଡ଼ବନ୍ଧ ଡ୍ୟାମ୍ ସୁନ୍ଦର ମନଲୋଭା ଦୃଶ୍ୟ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଗୁଣ୍ଡୁରାପସି ଗ୍ରାମପଞ୍ଚାୟତ ଅଧିନରେ ଥିବା ଏକ ବଣଭୋଜି ସ୍ଥାନ ଯାହାର ନାମ ବଡ଼ବନ୍ଧ ଡ୍ୟାମ୍ , ଶୀତଦିନ ଆସିଲେ ଏଠାରେ ବଢ଼େ ପର୍ଯ୍ୟଟକଙ୍କ ଭିଡ଼ ।

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଆପଣଙ୍କୁ ନିଶ୍ଚୟ କିଛି ମୁହୂର୍ତ୍ତ ପାଇଁ ହଜାଇ ଦେଇ ପାରିବ । ଏହା ଢେଙ୍କାନାଳ ସହର ଠାରୁ ୩୦ କିଲୋମିଟର ଓ ଗଁଦିଆ ବ୍ଲକ ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ ।

new life
You might also like
error: Content is protected !!