News
WhatsApp Image 2023-10-04 at 17.25.00
samparksetu

ଆସ ବୁଲିଯିବା ପୁରାତନ ଓ ପ୍ରସିଦ୍ଧ ଶୈବପୀଠ ବାବା ପଶ୍ଚିମେଶ୍ୱର ପୀଠ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଗଙ୍ଗାଧରପ୍ରସାଦ ଗ୍ରାମରେ ଅବସ୍ଥିତ ବହୁ ପୁରାତନ ଓ ପ୍ରସିଦ୍ଧ ଶୈବପୀଠ ବାବା ପଶ୍ଚିମେଶ୍ୱର ପୀଠ ।ଏଠାରେ ବାବା କୋଉ ପୁରାତନ ଯୁଗରୁ ଆବିର୍ଭାବ ହୋଇଛନ୍ତି

ମନ୍ଦିର ଉପରେ ରିହିଛି ଏକ ଲୋକ କଥା , ଗ୍ରାମର ଜଣେ ଚାଷୀ ଭାଇ ଚାଷ କରିବା ସମୟରେ ଗୀତ ଗାଉଥିଲେ ସେହି ସମୟରେ ବାବା ଆବିର୍ଭାବ ହୋଇଥିଲେ । ଚାଷୀ ଜଣଙ୍କ ଗୀତ ଗାଇ ଗାଇ ପଶ୍ଚିମ ଦିଗକୁ ପଳାଇଥିଲେ ସେ ସମୟରେ ପ୍ରଭୁ ଡାକ ପକାଇଲେ , କିଏ ଏତେ ସୁନ୍ଦର ଗୀତ ଗାଉଛ ମୋ ପାଖକୁ ଅସ ତେବେ ଚାଷୀ ଜଣଙ୍କ ଉତ୍ତର ଦେଲେ ମୁଁ କାମ କରୁଚି ଯାହାର ଗୀତ ଶୁଣିବାକୁ ଇଛା ମୋ ପାଖକୁ ଅସ , ସେ ସମୟରେ ବାବା ପୂର୍ବ ଦିଗରୁ ପଶ୍ଚିମକୁ ଯାଇଥିଲେ ସେବେ ଠାରୁ ଏହି ଶୈବପୀଠ ପଶ୍ଚିମେଶ୍ୱର ପୀଠ ରେ ନାମିତ ହୋଇଛି ।

କାର୍ତ୍ତିକ ପୂର୍ଣ୍ଣିମାରେ ପୀଠରେ ବହୁତ ବଡ଼ ଯାତ୍ରା ଅନୁଷ୍ଠିତ ହୁଏ ,ଜାଗର ଏବାଂ ଶ୍ରବଣ ମାସରେ ଅନେକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଢେଙ୍କାନାଳ ସହର ଠାରୁ ଏହା ୨୩ କିଲୋମିଟର ଦୂରରେ ଅବସ୍ଥିତ

new life
You might also like
error: Content is protected !!