News
WhatsApp Image 2023-10-04 at 17.25.00
samparksetu

ପୋଡାପଡl ଗ୍ରାମର ଗ୍ରାମ ଦେବତୀ ମା’ କଳlପଟ

ଢେଙ୍କାନାଳ ସହର ଠାରୁ ୨୨କିଲୋମିଟର ଦୂରରେ ଓଡାପଡା ବ୍ଳକରେ ରହିଛି ପୋଡାପଡl ଗ୍ରାମ । ଗ୍ରାମକୁ ରକ୍ଷା କବଚ ଭଳି ସମସ୍ତ ଅଘଟଣରୁ ରଖ୍ୟା କରୁଛନ୍ତି ଗ୍ରାମର ଗ୍ରାମ ଦେବତୀ ମା’ କଳlପଟ ।

ଗ୍ରାମର ବହୁ ପୂରାତନ ମନ୍ଦିର ଯେଉଁଠାରେ ପୂଜା ପାଉଛନ୍ତି ମା’ । ମା’ ଙ୍କ ପୀଠରେ ଭାଦ୍ରବ ପୂର୍ଣ୍ଣିମା ଓ ଦୂର୍ଗାପୂଜା ରେ ବଡ଼ ପର୍ବର ଆୟୋଜନ କରାଯାଏ ।

new life
You might also like
error: Content is protected !!