News
WhatsApp Image 2023-10-04 at 17.25.00
samparksetu

ପ୍ରକୃତିର ସୁନ୍ଦର ଅବଦାନ ଯୋଡ଼ାବାଡ଼ିଆ ଡ୍ୟାମ୍

ଢେଙ୍କାନାଳ କହିଲେ ଗୋଟିଏ କଥା ମନକୁ ଆସେ ପାହାଡ଼, ପର୍ବତ ଓ ସବୁଜିମା । ପ୍ରକୃତିର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ଜିଲ୍ଲା ଢେଙ୍କାନାଳ । ଅନେକ ସୁନ୍ଦର ସ୍ଥାନ ମଧ୍ୟରୁ ଏକ ସ୍ଥାନ “ଯୋଡ଼ାବାଡ଼ିଆ ଡ୍ୟାମ୍” । ସତରେ କେଡେ ସୁନ୍ଦର ମୋ ଢେଙ୍କାନାଳ ।

କାମାକ୍ଷାନଗର ଠାରୁ ୨୨ କିମି ଓ ଢେଙ୍କାନାଳ ଠାରୁ ୩୫ କି. ମି. ଦୂରରେ ଅବସ୍ଥିତ । କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତର ଧୋବାବାହାଳି ନିକଟରେ ରହିଛି ଏହି ସୁନ୍ଦର ପର୍ଯ୍ୟଟନ ସ୍ଥଳ ।
ଦୁଇ ବର୍ଗ କିଲୋ ମିଟର ପରିବ୍ଯାପ୍ତ ଏହି ପ୍ରକଳ୍ପ ଚର୍ତୁପାର୍ଶ୍ବ ସବୁଜିମାଭରା। । ଯିଏ ବି ଯାଏ କିଛି ସମୟ ପାଇଁ ଅଟକିଯାଏ। ହଜିଯାଏ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟରେ । ନିଶ୍ଚୟ ବୁଲି ଆସନ୍ତୁ ଆମ ଢେଙ୍କାନାଳର ଏହି ସୁନ୍ଦର ପର୍ଯ୍ୟଟନ ସ୍ଥାନକୁ ।

new life
You might also like
error: Content is protected !!