News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ୧୪୨୬ ରାସନ ହିତାଧିକାରୀ , ୧୪୯ ଉଠାଦୋକାନ ,୩୩ ନିର୍ମାଣ ଶ୍ରମିକଙ୍କୁ ମିଳିଲା ଟଙ୍କା । ଏବଂ ସୁମିତ୍ରା ଙ୍କୁ ମିଳିଲା ୮ ମାସର ରାସନ

ଭୁବନ ଏନଏସି ରେ ରାସନ ହିତାଧିକାରୀ ଟଙ୍କା ପାଇବେ ୫୦୦୫ ପାଇଛନ୍ତି ୨୨ପାଇବେ ସମ୍ପର୍କିତ ଖବର ୧୧ ଏପ୍ରିଲ ରେ ପ୍ରସାରଣ ପରେ ପ୍ରଶାସନର ନିଦ ଭାଙ୍ଗିଛି । ସମସ୍ତ କଳ ବଳ କୌଶଳ କୁ ଉପଯୋଗ କରି ଆଜି ଏକା ଦିନକେ ୧୪୨୬ ଜଣ ରାସନ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ , ୧୪୯ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା , ୩୩ଜଣ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ପ୍ରଦାନ କରାଯାଇଛି ।

ଏବଂ ୱାର୍ଡ ନଂ ୩ର ସ୍ୱର୍ଗତ ନରହରି ସାହୁଙ୍କ ବିଧବା ସୁମିତ୍ରା ସାହୁ ଙ୍କୁ ୨୦୦୧ ମସିହାରୁ ସୁମିତ୍ରାଙ୍କ ନାମରେ ଅର୍ନପୂର୍ଣ୍ନା ଯୋଜନାରେ ରାସନ ମିଳୁଥିଲା । କିନ୍ତୁ ସେ ୮ ମାସ ହେବ ରାସନ ପାଇ ନଥିଲେ ତାଙ୍କର ଅର୍ନପୂର୍ଣ୍ନା କାର୍ଡ ଟି ସରକାର ଙ୍କ ନିୟମ ଅନୁଯାୟୀ ରଦ୍ଦ କରାଯାଇ ଏକ ନୂଆ କାର୍ଡ ରେ ୮ ମସ ହେଲା ରାସନ ମିଳୁନଥିଲା ତାଙ୍କୁ ମଧ୍ୟ ରାସନ ଯୋଗାଇ ଦିଆଯାଇଛି ।

new life
You might also like
error: Content is protected !!