News
WhatsApp Image 2023-10-04 at 17.25.00
samparksetu

ଭଗବାନପୁର ନିକଟରେ ଦୁର୍ଘଟଣା, ବାଇକ୍ ଚାଳକଙ୍କ ମୃତ୍ୟୁ

ଢେଙ୍କାନାଳ ସହର ଉପକଣ୍ଠ ଭଗବାନପୁର ଶିବମନ୍ଦିର ନିକଟରେ ଦୁର୍ଘଟଣା । କାର୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି ।

ଅନ୍ୟପଟେ କାର୍ ଚାଳକ ଘଟଣା ସ୍ଥଳରୁ ଫେରାର ଥିବାର ଜଣାଯାଇଛି । ମୃତ ବାଇକ୍ ଚାଳକ ଜଣଙ୍କ ଦୁଧୁ କାଟେଣି ଗ୍ରାମର ପିଙ୍କୁ ବେହେରା ଵୋଲି ସୂଚନା ମିଳିଛି ।

new life
You might also like
error: Content is protected !!