News
WhatsApp Image 2023-10-04 at 17.25.00
samparksetu

ଇଲେଇଜଙ୍ଗ ନିକଟରେ ଦୁର୍ଘଟଣା, ଚାଳକ ଗୁରୁତ୍ତର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଢେଙ୍କାନାଳ ଭୁବନ ଯୋଗାଯୋଗ ରାସ୍ତା ନିକଟସ୍ତ ଇଲେଇଜଙ୍ଗ ନିକଟରେ ଦୁର୍ଘଟଣା । ଗଛ ରେ ପିଟିହେଲା କାର୍, ଚାଳକ ଜଣଙ୍କ ଗୁରୁତ୍ତର ଅବସ୍ଥାରେ ଶ୍ରୀରାମଚନ୍ଦ୍ର ପୁର ଗୋଷ୍ଠୀ ସ୍ୟାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବାର ସୂଚନା ।

ଭାରସାମ୍ୟ ହରାଇ ଦ୍ରୁତଗାମୀ କାର୍ ପ୍ରଥମେ ଗୋଟିଏ ଗଛରେ ପିଟିହେବା ପରେ ଗଛଟି ଭାଙ୍ଗି ଯାଇ ଅନ୍ୟଏକ ଗଛରେ ପୁଟି ହୋଇଥିବାର ସ୍ଥାନୀୟ ଅଞ୍ଚଳରୁ ସୂଚନା ।

ଅନ୍ୟପଟେ ଗୁରୁତ୍ତର ଅବସ୍ଥାରେ ଚାଳକଙ୍କ ଚିକିତ୍ସା ଜାରି ରହିଥିବାବେଳେ ଚାଳକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

new life
You might also like
error: Content is protected !!