News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ବନ ବିଭାଗର ବଡ଼ ସଫଳତା : କପିଳାସ ରେଞ୍ଜ ଜାମୁନାଳୀ ଗ୍ରାମରୁ ବାଘ ଛାଲ ଜବତ, ୩ ଜଣ ଗିରଫ

ଆକ୍ସନ ମୁଡ ରେ ଢେଙ୍କାନାଳ ବନବିଭାଗ,  କପିଳାସ ରେଞ୍ଜ ଅନ୍ତର୍ଗତ ଜାମୁନାଳୀ ଗ୍ରାମରୁ ୨ଟି ଚିତା ବାଘ ଛାଲ ସହ, ହରିଣ, ବାଘ ନଖ, ବାଘ ଦାନ୍ତ, ହାତୀ ଦାନ୍ତ, ଭାଲୁ ନଖ ଆଦି ଜବତ କରାଯାଇଛି । ସମ୍ପୃକ୍ତ  ଘଟଣାରେ ଯାମୁନାଳୀର ନରେନ୍ଦ୍ର ଦିଘି, କଙ୍କଡାହାଡ଼ ବ୍ଳକ କଳସପୁର ଗାଁର ଅନନ୍ତ ମୁର୍ମୁ ଓ ଲକ୍ଷ୍ମଣ ମୁର୍ମୁକୁ ଗିରଫ କରାଯାଇଛି । ତେବେ ନରେନ୍ଦ୍ର ଦିଘି ଜଣେ ଶିକ୍ଷକ ବୋଲି ସୂଚନା ମିଳିଛି ।

new life
You might also like
error: Content is protected !!